38.1 C
Bhubaneswar
Tuesday, April 23, 2024
Homeଓଡିଶା୨୨୮୨ ଜଣଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ

୨୨୮୨ ଜଣଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର: ୨୨୮୨ ପୋଲିସ କର୍ମଚାରୀ ପାଇବେ ଆନ୍ତରିକ ସୁରକ୍ଷା ସେବା ପଦକ । ମାଓ ପ୍ରବଣ ଅଂଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ । ୨୨୮୨ ଜଣ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ । କାର୍ଯ୍ୟରତ କର୍ମଚାରୀଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଦକ୍ଷେପ ନେଇଛି । ଅତିକମରେ ମାଓପ୍ରବଣ ଇଲାକାରେ ୨ ବର୍ଷ କାମ କରିଥିଲେ ପାଇବେ ପଦକ । ମନୋନୀତ କର୍ମଚାରୀଙ୍କୁ ପଦକ ପ୍ରଦାନ କରିବେ ପୋଲିସ ମହାନିର୍ଦ୍ଦେଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking