୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି

ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସାଧାରଣ ଜନତା ବେଶ ଚିନ୍ତାରେ ଅଛନ୍ତି । କାରଣ କରୋନା ମହାମାରୀ ପରେ ଦେଶରେ ଲୋକଙ୍କର ରୋଜଗାର କମିଛି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର ଦେଖିବାକୁ ମିଳିଛି । ବେରୋଜଗାରୀଙ୍କ ସଂଖ୍ୟା ପାକିସ୍ତାନ ଠାରୁ ଭାରତ ଆଗରେ ରହିଛି । ଏସବୁ ଭିତରେ … Continue reading ୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି