27.1 C
Bhubaneswar
Thursday, April 25, 2024
HomeଓଡିଶାIOCL ୨୨ ଦିନ ପାଇଁ ହେବ ସଟଡାଉନ

IOCL ୨୨ ଦିନ ପାଇଁ ହେବ ସଟଡାଉନ

ଜଗତସିଂହପୁର : IOCL ତୈଳ ବିଶୋଧନାଗାର ୨୨ ଦିନ ପାଇଁ ସଟଡାଉନ ହେବ । ପାରାଦୀପ ସ୍ଥିତ IOCL କୁ ୨୨ ଦିନ ପାଇର୍ ସଟଡାଉନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତୈଳ ବିଶୋଧନାଗାରର ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି ।୨୦୧୮ ମସିହା ମାର୍ଚ୍ଚ ପରଠାରୁ ଏପର୍ଯ୍ୟନ୍ତ ମେଣ୍ଟୋନାନ୍ସ କାର୍ଯ୍ୟ ହୋଇନାହିଁ । ତେଣୁ ଏବେ ସମସ୍ତ ମେଣ୍ଟୋନାନ୍ସ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଖପାଖ ଗାଁର ୭ଶହରୁ ୮ ଶହ ଲୋକ ବି ଏଠାରେ ଏବେ କାମ କରିବେ । ସଟଡାଉନ ବେଳେ ଭିଡ଼ ଏଡ଼ାଇବା ପାଇଁ ପାଖରେ ୧୪୪ ଧାରା ଲାଗୁ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking