34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୨୧୮ ଜେଲ ଅନ୍ତେବାସୀଙ୍କୁ କରୋନା

୨୧୮ ଜେଲ ଅନ୍ତେବାସୀଙ୍କୁ କରୋନା

ରାୟଗଡା: ରାୟଗଡା ଜିଲ୍ଲାରେ ୨୧୮ ଜେଲ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାୟଗଡା ସବ ଜେଲରେ ୫ ଜଣ ଷ୍ଟାଫ୍ ଙ୍କ ସମେତ ୧୫୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗୁଣୁପୁର ସବ ଜେଲରେ ୬୧ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ପ୍ରଦାନ କରିଛନ୍ତି । ତେବେ ସମସ୍ତ ଆକ୍ରାନ୍ତ ଲକ୍ଷଣବିହୀନ ହୋଇଥିବା ବେଳେ ସେମାନଙ୍କୁ ଆଇସୋଲେସନ ଓର୍ଡରେ ରଖାଯାଇଛି । ତେବେ ସୂଚନାଯୋଗ୍ୟ ଆଜି ରାୟଗଡା ଜିଲ୍ଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପ୍ରତି ଜିଲ୍ଲାରୁ ଶହ ଶହ ସଂଖ୍ୟାରେ କରୋନା ପଜେଟିଭ ଚିହ୍ନଟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking