ବାଘବାହାଳି ବଙ୍ଗଳା ଛକ ନିକଟରେ ୨୧୦ ଲିଟର ଦେଶୀମଦ କାର ଜବତ

ଯାଜପୁର: ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଓ କାର ଜବତ କଲେ ପୋଲିସ ‌। ସୂଚନା ଅନୁଯାଇ କଳିଙ୍ଗନଗର ଥାନା ବିଶେଷ ସୁତ୍ରରୁ ଖବର ପାଇ ଥାନାର ଅଧିକାରୀ ସୁଶାନ୍ତ କୁମାର ଦାସସବ ଇନ୍ସପେକେଟର ହେମଲତା ଦାସ ଏସାଇ ଲୋମ୍ବୋଦର ଜେନା ମିଳିତ ଭାବେ ଯାଇ ଚଢ଼ାଉ କରିଥିଲେ। ଦେଶୀ ମଦ ନେଇ ଯାଉଥିବା ଏକ ସୁଇଫ୍ଟ କାର (OR02BT7003)ସହ ତିନି ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲ୍ଲାର ବିଶ୍ଵମଙ୍ଗଲ ମଲିକ(୩୦),ଜିତେନ୍ଦ୍ର ଦାସ(୨୬),ଓ ଯାଜପୁର ଜିଲ୍ଲା ର କୋରାମ ମାଝୀ(୩୮) ଢେଙ୍କାନାଳ ଜିଲ୍ଲା ଭୂବନ ଚନ୍ଦାରରୁ ଦେଶିମଦ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏରିଆ ଦେଇ ଆରୁହା କୁ ଯାଉଥିଲଲେ କଳିଙ୍ଗନଗର ଥାନା ଏବଂ ବାଘ ବାହାରିଥାଏ ସକାଳ ୬ ଘଟିକା ସମୟରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

LEAVE A REPLY

Please enter your comment!
Please enter your name here