ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ବଦଳିଲା ୨୧ଟି ଟ୍ରେନ୍‌ର ଗତିପଥ, ୨ଟି ଟ୍ରେନ୍‌ ବାତିଲ୍

ପାଟନା : ପୁଣି ରେଳ ଦୁର୍ଘଟଣା । ବିହାର ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାରେ ୪ ମୃତ, ଶତାଧିକ ଆହତ। ଦାନାପୁର ଡିଭିଜନର ବକ୍ସର ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନର ଏକ ବଗି ସଂପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ ହୋଇଛି । ରାତି ପାଖାପାଖି ୯ଟା ୩୫ ମିନିଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଏନଡିଆରଏଫ,ଏସଡିଆରଏଫ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ … Continue reading ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ବଦଳିଲା ୨୧ଟି ଟ୍ରେନ୍‌ର ଗତିପଥ, ୨ଟି ଟ୍ରେନ୍‌ ବାତିଲ୍