34.1 C
Bhubaneswar
Thursday, March 28, 2024
Homeଓଡିଶାଉଦଳା ସବ୍‌ଜେଲ୍‌ରୁ ୨୧କରୋନା ଆକ୍ରାନ୍ତ ଚିହ୍ନଟ

ଉଦଳା ସବ୍‌ଜେଲ୍‌ରୁ ୨୧କରୋନା ଆକ୍ରାନ୍ତ ଚିହ୍ନଟ

ଉଦଳା: ଜେଲ୍‌ରେ କରୋନା। ଉଦଳା ସବ୍‌ଜେଲ୍‌ରୁ ୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ବିଚାରଧୀନ କଏଦୀଙ୍କ ମଧ୍ୟରୁ ୭୬ଜଣଙ୍କ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୋଟ ୨୧ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ସମସ୍ତ କଏଦୀଙ୍କୁ ଜେଲ ଭିତରେ ଆଇସଲେସନରେ ରଖାଯାଇଛି। ପୁରା ଜେଲ୍‌କୁ ଉଦଳା ଏନ୍‌ଏସି ପକ୍ଷରୁ ସାନିଟାଇଜ୍‌ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking