ଆଜି ହାତିଶାଳ ପଡ଼ା ରେ ପୁଣି ୧୮ ଚିହ୍ନଟ, ଜିଲ୍ଲାରେ ସମୁଦାୟ ୨୧

ବଲାଙ୍ଗିର:-  ଗତକାଲି ସ୍ଥାନୀୟ ହାତିଶାଳ ପଡ଼ାରେ ୪ଜଣ ଓ ନିକଟସ୍ଥ ଠିକାଦାର ପଡ଼ା ରେ ଜଣେ  କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ହାତିଶାଳ ପଡ଼ାରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ରେ ପ୍ରକାଶ ପାଇଛି । ହାତିଶାଳ ପଡ଼ା ର ୧୨ ଜଣ ପୁରୁଷ ଓ ୬ ଜଣ ମହିଳା ସଂକ୍ରମଣ ସୁଚି ରେ ଥିବା ବେଳେ ସେମାନଙ୍କ ବୟସ ୧୮ ରୁ ୮୦ ବର୍ଷ ପଯ୍ୟନ୍ତ ଥିବା … Continue reading ଆଜି ହାତିଶାଳ ପଡ଼ା ରେ ପୁଣି ୧୮ ଚିହ୍ନଟ, ଜିଲ୍ଲାରେ ସମୁଦାୟ ୨୧