ତେଲେଙ୍ଗାନାରେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା

ହାଇଦ୍ରାବାଦ : ମେହବୁବ୍‌ନଗର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥଠାରୁ ମାତ୍ର ୨ କିଲୋମିଟର ଦୂର ଗାଁ ପୋନ୍ନକଲ୍‌ରେ ଘଟିଛି ଅଭାବନୀୟ ଘଟଣା । ଅଜ୍ଞାତ ଆକ୍ରମଣକାରୀମାନେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିବା ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ପୁଲିସ କହିଛି। ଏହି ଗୁଳିକାଣ୍ଡରେ ସମ୍ପୃକ୍ତ କୌଣସି ଦୁର୍ବୃତ୍ତଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇ ପାରି ନ ଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ଆଇନ ଓ ଜୀବ ନିଷ୍ଠୁରତା ଆଇନ ଅନୁଯାୟୀ ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରାଯାଇଛିଏହାଛଡ଼ା, … Continue reading ତେଲେଙ୍ଗାନାରେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା