୨୦୨୨-୨୩ ଆର୍ଥିକ ବର୍ଷ ରିପୋର୍ଟ; ବ୍ୟାଙ୍କଗୁଡିକର ଜମାରାଶି ହାର ଧିମା ରହିଛି

ମୁମ୍ବାଇ: ଗତ ଆର୍ଥିକ କବର୍ଷ (୨୦୨୨-୨୩)ରେ ବ୍ୟାଙ୍କଗୁଡିକରେ ଜମାରାଶି ବୃଦ୍ଧି ହାର ଧିମା ରହିଥିବା ଜଣାପଡିଛି । ବିଭିନ୍ନ କାରଣରୁ ଲୋକେ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଏତେଟା ଆଗ୍ରହ ପ୍ରକାଶ କରୁନଥିବାରୁ ଗତ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡିକର ଋଣ ଅର୍ଥ ଓ ଜମାରାଶି ବୃଦ୍ଧି ହାର ମଧ୍ୟରେ ୨ ଲକ୍ଷ କୋଟି ଟଙ୍କାର ପାର୍ଥକ୍ୟ ରହିଥିବା ପ୍ରକାଶ । ଅର୍ଥାତ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଲୋକଙ୍କୁ ଅଧିକ ଋଣ ପ୍ରଦାନ କରାଯାଇଥିବାବେଳେ ଜମାରାଣି ସେହି ଅନୁପାତରେ … Continue reading ୨୦୨୨-୨୩ ଆର୍ଥିକ ବର୍ଷ ରିପୋର୍ଟ; ବ୍ୟାଙ୍କଗୁଡିକର ଜମାରାଶି ହାର ଧିମା ରହିଛି