ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଜନମତ ସଂଗ୍ରହ

ଜଗତସିଂହପୁର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସାରା ଓଡ଼ିଶା ବୁଲିବୁଲି ଜନମତ ସଂଗ୍ରହ କରିବା ସହ ରାଜ୍ୟର ୩୧୪ ଗୋଟି ବ୍ଲକ ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରୁଚନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦାର ଉଦ୍ଦାମ ଯୁବକ ସତ୍ୟବ୍ରତ ଦାଶ । ରାଜ୍ୟର ୨୪୪ଟି ବ୍ଲକ ଅତିକ୍ରମ କରି ସେ ଆଜି ପହଞ୍ଚିଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସୀମାନ୍ତ ଗାଁ ପାଣିମୁଣ୍ଡାଠାରେ । ସ୍ବାଗତ ସମ୍ବର୍ଧନା ପରେ ତାଙ୍କ ସମର୍ଥନରେ ପ୍ରତୀକ ପଦଯାତ୍ରାରେ ସାମିଲ ହେଲୁ ଆମେ ।

LEAVE A REPLY

Please enter your comment!
Please enter your name here