OnaKhabar

ଯାଜପୁର କେନ୍ଦୁଝର ରୋଡ  ରେଳ ଷ୍ଟେସନ ରେ ଆଜି ଠାରୁ ରେଳ ଟିକେଟ

ଯାଜପୁର :  ଆଜି ଠାରୁ ଜିଲ୍ଲା ର ପ୍ରମୁଖ ଷ୍ଟେସନ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ରିଜରଭେସନ କାଉଣ୍ଟର ଟିକେଟ ବିକ୍ରି ହେବା ଆରଂଭ ହୋଇଛି !ମହାମାରୀ କରୋନା କୁ ମୁକାବିଲା କରିବା ପାଇଁ ବିଗତ ଦୁଇ ମାସ  ଦେଶ ସାରା ଲକ ଡାଉନ ଥିବା ବେଳେ ଅନେକ ରାଜ୍ୟ ବାହାରୁ ଫାସି ରହି ଥିବା କଳିଙ୍ଗ ଶିଳ୍ପାଅଂଚଳ ରେ କାମକରୁ ଥିବା ଶ୍ରମିକ କର୍ମଚାରୀଙ୍କ ମନ ରେ ଖୁସି ର ଲହରୀ ଖେଳି ଯାଇ ଥିବା ର ଦୃଶ୍ୟ ଦେଖିବା କୁ ମିଳିଥିଲା !  ସାମାଜିକ ଦୂରତା ରେ ରହି ଯାତ୍ରୀ ମାନେ ରେଳ ଟିକେଟ କାଉଣ୍ଟର ରେ ଛିଡା ହୋଇ ଟିକେଟ କାଟୁଥିବା ର ଦେଖିବାକୁ ମିଳି ଥିଲା ! ସେହିପରି ଆମ ରାଜ୍ୟ ବାହାରେ ପଶି ରହି ଥିବା ନିଜ ମାଟି କୁ ଫେରି ପାଇବେ ଅନେକ  ପ୍ରଵାସୀ ଓଡ଼ିଆ ଭାଇ ଭଉଣୀ ମାନେ ନିଜ ମାଟି କୁ ଫେରି ପାଇବେ !

ଯାଜପୁର ରୋଡରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ସହର ବାସୀ ଆତଙ୍କିତ