OnaKhabar

ଏକ ମାସର ପେନଶନ ଦେଲେ ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ

33

ଯାଜପୁର : କରୋନା ର ମୁକାବିଲା କରିବା ପାଇଁ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଯୁଜନତା ଦଳ ର ଉପ ସଭାପତି ଡ଼କ୍ଟର ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ ନିଜ ର ଏକ ମାସ ର ପେନସନ କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ପ୍ରଦାନ କରିଛନ୍ତି ଓ କୋରାନା କୁ ଭୟ ବିତ ନ ହୋଇ ସଚେତନ ରହିବା ପାଇଁ ସରକାର ଓ ପୋଲିସ ପ୍ରଶାସନ କୁ ସହଯୋଗ କରିବା ନିବେଦନ କରିଛନ୍ତି !ସରକାର ଙ୍କ ଘୋଷଣା ଅନୁଯାଇ ଜନସାଧାରଣ ସଚେତନ ହେଲେ କରୋନା କୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବା ପାଇଁ ରାଜ୍ୟ ଓ ଦେଶ ବାସୀଙ୍କୁ ନିବେଦନ କରିଛନ୍ତି !

କେରଳ ଓ ତାମିଲନାଡୁରେ ଫସିଛନ୍ତି ହଜାରରୁ ଊର୍ଦ୍ଧ୍ବ ଶ୍ରମିକ, ତୀର୍ଥଯାତ୍ରୀ