ପୁଣି ୧୧କେଭି ତାର ଲାଗି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ମହାକାଳପଡ଼ା: ଗତକିଛିଦିନ ପୂର୍ବରୁ ବ୍ରହ୍ମପୁରରେ ୧୧କେଭି ତାର ଲାଗି ଏକ ବଡ ଅଘଟଣ ହୋଇଥିବା ମନରୁ ନଲିଭୁଣୁ ପୁଣି ଏକ ଅଘଟଣ କେନ୍ଦ୍ରାପଡାରେ ଦେଖିବାକୁ ମଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ହେଲେ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ । ସୂଚନା ଅନୁଯାୟୀ, ଜମ୍ବୁ … Continue reading ପୁଣି ୧୧କେଭି ତାର ଲାଗି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ