ପୁଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ହନ୍ତସନ୍ତ

  ବଲାଙ୍ଗୀର,- ଗତ ୧୩ ତାରିଖ ରାତିରେ ପ୍ରତିମା ପ୍ରଧାନ ନାମ୍ନି ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ ଜଣେ ରୋଗୀଙ୍କ ସମ୍ପର୍କିୟମାନେ ମରଣାନ୍ତ ଆକ୍ରମଣ କରିଥିଲେ । ସମ୍ପୃକ୍ତ ନର୍ସ ଜଣଙ୍କ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନର୍ସ ସଂଘ ତରଫରୁ ଦାବି କରାଯାଇଥିଲା । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ । ପ୍ରତିବାଦରେ ଆଜି ନର୍ସମାନେ ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫଳରେ ଭୀମଭୋଇ ମେଡିକାଲ … Continue reading ପୁଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ହନ୍ତସନ୍ତ