OnaKhabar

ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି

2

ଭୁବନେଶ୍ୱର : ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ଆଜି ହଟ୍ଟଗୋଳ ହୋଇଥିବା ଜଣାପଡିଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀଙ୍କ ହଟ୍ଟଗୋଳ ହୋଇଛି । ହଟ୍ଟଗୋଳକୁ ନେଇ ଦିନ ୧୧ଟା ୩୦ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି ।

ବିଧାନସଭା: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ