ବିଧାନସଭା: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ଚାଲିଛି ବିରୋଧିଙ୍କ ହଟ୍ଟଗୋଳ । ଅଫିସର ଗ୍ୟାଲେରୀରେ ଜଣେ ବି ଅଫିସର ନ ଥିବାରୁ ତାରା ବାହିନୀପତି ଉଦବେଗ ପ୍ରକାଶ କରିବାରୁ ଗୃହରେ ପ୍ରବଳ ହଙ୍ଗାମା ସୃଷ୍ଟି । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳଓ ନାରାବାଜି । ବ୍ରିଟିଶ ଶାସନ ଚାଲିବ ନାହିଁ କହି ନାରାବାଜି ହୋଇଥିଲା । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ … Continue reading ବିଧାନସଭା: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ