ଏଣିକି ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ

ଭୁବନେଶ୍ୱର : ଏଣିକି ରାଜଧାନୀରେ ବାର୍ଡ ଫ୍ଲୁ ଭୟ ନାହିଁ। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜଧାନୀରେ କୁକୁଡ଼ାମରା ଅଭିଯାନ ହୋଇଥିଲା।  ଓୟୁଏଟି ଚିକେନ୍ ଫ୍ରେସ୍‌ରୁ ହିଁ ସର୍ବାଧିକ ଚିକେନ୍ ବିଭିନ୍ନ ବୁଥକୁ ଯୋଗାଣ କରାଯାଇଥାଏ।  ଗତ ମାସ ୨୭ ତାରିଖରେ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଦେଖା ଦେଇଥିଲା।  ଏଥିପାଇଁ ଫାର୍ମର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଏବେ ରାଜଧାନୀରେ ବାର୍ଡ-ଫ୍ଲୁର … Continue reading ଏଣିକି ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ