OnaKhabar

ସ୍ତ୍ରୀର ପ୍ରେମିକକୁ ହାଣିଲା ସ୍ୱାମୀ

85

ଜଳେଶ୍ୱର: ଦିନକୁ ଦିନ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତ କେବେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ରକରି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଜଳେଶ୍ୱର ଅଞ୍ଚଳରେ । ସ୍ତ୍ରୀର ପ୍ରେମିକକୁ କୁରାଢିରେ ହାଣିଦେଲା ସ୍ୱାମୀ । ଯୁବକ ଜଣକ ଘରେ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଯୁବକଙ୍କ ଘରେ ପଶି ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ରାଇବଣିଆ ଥାନା ଦୁଧିଆଖାଳି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି ।

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡିଙ୍କ ମୃତ୍ୟୁ