OnaKhabar

ଓଲଟିଲା ବସ ,୨ ମହିଳା ଗୁରୁତର

10

ବାରିପଦା : ବାରିପଦା ରାସ୍ତା କଡ଼କୁ ଓଲଟିଲା ବସ । ବସ ଟି ମାଣତ୍ରୀ ରୁ ଯାତ୍ରୀ ନେଇ ବଡ଼ସାହି ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘରୋଇ ବସ ଟି ର ନାମ ହେଉଛି “ମହାଭାରତ ” । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଲୋକମାନଙ୍କୁ ବଡ଼ସାହି ମେଡିକାଲ କୁ ପଠା ଯାଉଥିବାର ସୂଚନା ମିଳିଛି  ।  ଏହି ବସ ଟି ଏକ ଘରୋଇ ବସ ବୋଲି ଜଣାପଡିଛି । ଆହତ ମାନଙ୍କ ମଧ୍ୟରେ ୨ ଜଣ ମହିଳା ଗୁରୁତର ବୋଲି ଜଣାପଡିଛି ।

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ପ୍ରଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା