OnaKhabar

ଏୟାରପୋର୍ଟ ଟ୍ରାଜେଡି: ୪ ଗିରଫ

28

ଭୁବନେଶ୍ୱର: ଏୟାରପୋର୍ଟ ନିର୍ମାଣଧୀନ ଛାତ ଭୁଷୁଡିବା ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଠିକାଦାର ଦିଲ୍ଲୀପ ଖଟେଇଙ୍କ ସହ ୪ଜଣ ଗିରଫ ହୋଇଛନ୍ତି । ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇ ଏବଂ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏଜିଏମ ଆଶିଷ ସରକାର, ଇଞ୍ଜିନିୟର ଅଭିଳାଷ ସରକାର ଓ ଗୌତମ ରାୟ ଗିରଫ । କାଲି ରାତିରେ ଛାତ ଭୁଷୁଡି ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।

ଭୁବନେଶ୍ୱର ଏୟାରପୋର୍ଟ ଘଟଣା : ଯାଞ୍ଚ କରିବ ଟେକ୍ନିକାଲ ଟିମ୍‌