OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

271

ମେଷ: ଆଜି କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ ଏବଂ ଅପରାହ୍ନେ ମୂଲ୍ୟବାନ ଜିନିଷ ଲାଭ ଯୋଗ ରହିଛି । କିନ୍ତୁ ପାପଯୁକ୍ତ ଚନ୍ଦ୍ର ହେତୁ ପାରିବାରିକ ପରିସ୍ଥିତି ଅଶାନ୍ତି ରହିବା ସହ ପରୋକ୍ଷରେ ଶତ୍ରୁ ସାମୟିକ ବାଧା ସୃଷ୍ଟି କରିପାରେ । ବିଦ୍ୟାର୍ଥୀମାନେ ପଢ଼ିବା ପାଇଁ ଇଚ୍ଛା କରିବେ ।

ବୃଷ: ଆଜି ପରିବହନ ତଥା ବାଣିଜ୍ୟ ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳାସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ତଥା ଚଚ୍ଚଚିତ୍ର ପ୍ରଭୃତିରେ ଉନ୍ନତି ହେବ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟରେ କାମ ହାସଲ କରିପାରିବେ । ନିଜ ଲୋକମାନେ ଦାଉ ସାଧିପାରନ୍ତି ।

ମିଥୁନ: ମାନସିକ ବିଶାଦ ଭୋଗିପାରନ୍ତି । ଆଜି ଆର୍ôଥକ ଅବସ୍ଥା ଖରାପ ହୋଇପାରେ । ଚାଷ କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ସଫଳ ହୋଇପାରନ୍ତି ।

କର୍କଟ: ଆଜି ଗୁରୁଜନ ତଥା ପିତୃଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ରହିବେ । ନିଜର ରକ୍ତଗତ ରୋଗରେ ପୀଡ଼ିତ ରହିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦୂରଯାତ୍ରା ଯୋଗ ଅଛି ।

ସିଂହ: ଆଜି ଦ୍ୱିତୀୟ ସ୍ଥାନରେ ଶୁକ୍ର ହେତୁ ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସି ହୋଇଯିବେ । ଆର୍ôଥକ ଦିଗରୁ ଉପକୃତ ମଧ୍ୟ ହେବେ । ପୁନଶ୍ଚ ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପାଇଁ ମନବଳାଇବେ ।

କନ୍ୟା: ଆକସ୍ମିକ ଦୁର୍ଘଟଣାରେ ସମ୍ମୁଖୀନ ହେବେ । ଈଶ୍ୱରଙ୍କ ପାଖରେ ପୂଜା କଲେ ବିପଦରୁ ମୁକ୍ତି ମିଳିବ । ଚାଷ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ଆର୍ôଥକ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ଆନନ୍ଦିତ ହେବେ ।

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି ଜୟଯୁକ୍ତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ଚାକିରିରେ ବିଚଳିତ ହୋଇପାରନ୍ତି । ସୁଫଳ ମିଳିପାରେ ।

ବିଛା: ସହକର୍ମୀମାନଙ୍କ ବିବାଦୀୟ କଥା ଶୁଣି ମନରେ ବରିକ୍ତି ଆସିବ । ମାନସିକ ପୁରଣ ଅଭାବରୁ କୌଣସି ସ୍ଥିର ନିଷ୍ପତ୍ତି ନେଇପାରିବେ ନାହିଁ । କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟେ ନୀତିରେ କାମ କଲେ ସଫଳତା ପାଇବେ ।

ଧନୁ : ପରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ । ବ୍ୟବସାୟ ଓ ଚାଷ କାର୍ଯ୍ୟରେ ଉନ୍ନତି ଦେଖାଦେବ । କାର୍ଯ୍ୟରେ ନିନ୍ଦିତ ହେବେ ।

ମକର : ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତନ ଘଟିବ । ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ କ୍ଷତିଘଟିବାର ସମ୍ଭାବନା ଅଛି ।

କୁମ୍ଭ : କାର୍ଯ୍ୟ ଦକ୍ଷତା ବଢ଼ିବାର ସମ୍ଭାବନା ଅଛି । ମାନସିକ ଶାନ୍ତି ଗୃହରେ ଅନୁଭବ କରିବେ । ବ୍ୟସ୍ତତା ଲାଗି ରହିବ । ପରିବେଶ ଭୟଙ୍କର ହେବ । ଯୋଜନାନୁଯାୟୀ କାର୍ଯ୍ୟ କଲେ ସଫଳ ପାଇବେ ।

ମୀନ: ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟରେ ପ୍ରତିଶ୍ରୁତି ଦେବେ । ଯାହାକି ଆପଣଙ୍କ କାମକୁ ଆସି ବିନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ବନ୍ଧୁଙ୍କ ମିଥ୍ୟ ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ପ୍ରକାଶ କରିପାରନ୍ତି । ପରିବାରରେ ସମସ୍ୟା ଲାଗି ରହିବ।