OnaKhabar

ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ୍

18

ପୁରୀ : ପୁରୀରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଘଟଣା ପୁରୀ କୁମ୍ଭାରପଡା ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି । ପ୍ରାୟ ୩ ମିନିଟର ଏହି ଭିଡିଓରେ ଯୁବକ ଜଣକ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ କ୍ୟାମରା ସାମ୍ନାରେ ନଗ୍ନ ହେବାକୁ ବାଧ୍ୟ କରୁଛନ୍ତି । ଆରମ୍ଭରୁ କୁଣ୍ଠାବୋଧ କରୁଥିବା ନାବାଳିକା ଜଣକ ପରେ ବାଧ୍ୟ ବାଧକତାରେ ପିନ୍ଧିଥିବା ବସ୍ତ୍ର ଖୋଲିଛନ୍ତି । ଯାହାର ସଂପୂର୍ଣ୍ଣ ଦୃଶ୍ୟ ଯୁବକ ଜଣକ କ୍ୟାମେରାରେ କଏଦ କରିଛନ୍ତି । ପରେ ସଂପୃକ୍ତ ନାବାଳିକାଙ୍କ ସହିତ ଯୌନ କ୍ରୀଡା କରିବା ସହିତ ନଗ୍ନ ଅବସ୍ଥାରେ ସେଲଫି ନେଉଛନ୍ତି । ସଂପୂର୍ଣ୍ଣ ଭିଡିଓଟି ନବନିର୍ମିତ ଏକ ଅଧାଗଢ଼ା ଘରେ ରେକର୍ଡିଂ କରାଯାଇଛି । ରେକର୍ଡିଂ ସମୟରେ ଏହି ଘରେ ଏକ ଏୟାର ବ୍ୟାଗ ଥୁଆ ହୋଇଥିଲା । ଭିଡିଓରେ ଥିବା ନାବାଳିକାଙ୍କ ବୟୟ ୧୫ରୁ ୧୬ ବର୍ଷ ହେବ । ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି ।

୩ ନାବାଳିକା ଭଉଣୀଙ୍କ ମୃତ୍ୟୁ