ଡିଇଓଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା

କୋରାପୁଟ : କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ ଶିକ୍ଷକ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଝୁଲି ପଡ଼ିଲେ, ତାହା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଚିତ୍ତ ପଣ୍ଡା ଡିଇଓଙ୍କ କାର‌୍ୟ୍ୟାଳୟରେ ଡେପୁଟେସନ୍‌ରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ରବିବାର ଡିଇଓଙ୍କ କାର‌୍ୟ୍ୟାଳୟକୁ ଆସି କାମ କରୁଥିଲେ। ତେବେ ରବିବାର ଡିଇଓ ପ୍ରମୋଦ କିଶୋର ପଣ୍ଡା … Continue reading ଡିଇଓଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା