ପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ…

ମୁଜାଫରପୁର : ଦେଶରେ ନାରୀ ପ୍ରତି ଅତ୍ୟାଚାର ଦିନକୁ ଦିନ ଜଘନ୍ୟ ହେବାରେ ଲାଗିଛି | ପ୍ରଥମେ ହାଇଦ୍ରାବାଦ, ପରେ ଉନ୍ନାଓ ତାପରେ ତ୍ରିପୁରା ବିହାରରେ ଯୁବତୀଙ୍କୁ ଜୀଅନ୍ତା ନିଆଁରେ ପୋଡିଦେବା ଘଟଣା ସାମ୍ନାକୁ ଆସିଛି,ଯାହାକି ଦେଶବାସୀଙ୍କୁ ସ୍ତବ୍ଧ କରି ରଖିଛି । ପୁଣି ଏବେ ଏଭଳି ଏକ ବିଭସ୍ଥ ଘଟଣା ସାମ୍ନାକୁ ଆସିଛି | ବିହାରର ମୁଜାଫରପୁରରେ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳି ଜଣେ ବ୍ୟକ୍ତି ହତ୍ୟା ଉଦ୍ୟମ କରିଛି … Continue reading ପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ…