ପରସ୍ପରକୁ ଗୁଳି କରି ମୃତ୍ୟୁବରଣ କଲେ ୨ପୁଲିସ ଅଧିକାରୀ

ଝାଡଖଣ୍ଡ: ଆଜି ସକାଳ ୬ଟା ୩୦ରେ ରାଞ୍ଚିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏବେ ଝାଡଖଣ୍ଡ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନ ଡ୍ୟୁଟିରେ ଥିବା ୨ପୁଲିସ ଅଧିକାରୀ ପରସ୍ପର ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ସୂଚନା ଅନୁସାରେ, ସକାଳ ୬: ୩୦ ମିନିଟରେ ଖେଲଗାଓଁ ଠାରେ ଥିବା ମେଗା ସ୍ପୋର୍ଟସ୍ ଷ୍ଟାଡିୟମରେ ଘଟଣାଟି ଘଟିଛି । ପୁଲିସ ଦୁହେଁ ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍ ବି କମ୍ପାନିର । ଝାଡଖଣ୍ଡ ନିର୍ବାଚନ … Continue reading ପରସ୍ପରକୁ ଗୁଳି କରି ମୃତ୍ୟୁବରଣ କଲେ ୨ପୁଲିସ ଅଧିକାରୀ