ଉପଗ୍ରହ ଉତକ୍ଷେପଣ ପାଇଁ ଆସୁଛନ୍ତି ୩ ବିଦେଶୀ ଛାତ୍ର

ଶ୍ରୀହରିକୋଟା: ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଆସୁଛନ୍ତି ଇସ୍ରାଏଲର ୩ ବିଦେଶୀ ଛାତ୍ର । ଆସନ୍ତା ସପ୍ତାହରେ ଆସୁଥିବା ନେଇ ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ହେବାକୁ ଥିବା ପିଏସଏଲଭି ସି-୪୮ ରକେଟ ପ୍ରକ୍ଷେପଣ ସମୟରେ ସେମାନେ ଉପସ୍ଥିତ ରହିବେ । କାରଣ ଏହି ରକେଟରେ ତିନିଜଣ ଛାତ୍ରଙ୍କ ଉପଗ୍ରହ ‘ଡୁସିଫା-୩’ ମଧ୍ୟ ମହାକାଶକୁ ଯିବ । ହରଜାଲିଆ ବିଜ୍ଞାନ କେନ୍ଦ୍ର ଓ ହାନେଗେବ ହାଇସ୍କୁଲର ମିଳିତ ପ୍ରଚେଷ୍ଟାରେ ‘ଡୁସିଫା-୩’କୁ ନିର୍ମାଣ କରାଯାଇଛି । ଉପଗ୍ରହର ଆକାର … Continue reading ଉପଗ୍ରହ ଉତକ୍ଷେପଣ ପାଇଁ ଆସୁଛନ୍ତି ୩ ବିଦେଶୀ ଛାତ୍ର