OnaKhabar

ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

7

କଟକ: ଆଜି କଟକ ପୋଲିସ ମୁଖ୍ୟାଳୟରେ ନୂଆ ପୋଲିସ ଡିଜି ଅଭୟ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଅଭୟ କଟକ ମୁଖ୍ୟାଳୟରେ ପହଂଚି ଆନୁଷ୍ଠାନିକ ଭାବେ ଗାର୍ଡ ଅଫ ଅନର ପରେ ଦାୟିତ୍ୱ ନେଇଛନ୍ତି । କଟକ ମୁଖ୍ୟାଳୟରେ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ କାର‌୍ୟ୍ୟ କରୁଥିବା ସତ୍ୟଜିତ ମହାନ୍ତିଙ୍କ ଠାରୁ ଅଭୟ ଦାୟିତ୍ୱ ଭାର ନେଇଛନ୍ତି । ବି.କେ ଶର୍ମାଙ୍କ ବଦଳରେ ଅଭୟଙ୍କୁ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ ।

ଉପଗ୍ରହ ଉତକ୍ଷେପଣ ପାଇଁ ଆସୁଛନ୍ତି ୩ ବିଦେଶୀ ଛାତ୍ର