ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଶିଶୁ ବିହାରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ତେବେ ବିଲଡିଂ ଉପରେ ରଙ୍ଗ ଦେଉଥିବାବେଳେ କରେଣ୍ଟ ଲାଗି ଯୁବକ ଜଳି ଯାଇଥିବାର ସୂଚନା ମିଳିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଇନଫୋସିଟି ଥାନା ଅନ୍ତର୍ଗତ ଶିଶୁ ବିହାରରେ ପ୍ଲଟ୍ ନମ୍ବର ୨୦ରେ ରହୁଥିବା ରମେଶ ଚନ୍ଦ୍ର କୁଣ୍ଡୁଙ୍କ ଘରେ ଯୁବକ ରଙ୍ଗ ଦେଉଥିଲେ । ରଙ୍ଗ ଦେଉଥିବା ବେଳେ ୩୩ କେ.ଭି. ବିଦ୍ୟୁତ୍  ତାର ସଂସ୍ପର୍ଶରେ ଆସି … Continue reading ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ