‘ବିଗ୍‌ ବସ୍‌ ୧୩’ରେ ମାଷ୍ଟରମାଇଣ୍ଡଙ୍କ ଏଣ୍ଟ୍ରି

ମୁମ୍ବାଇ: କଲର୍ସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ରେ ସବୁଦିନ ବିଭିନ୍ନ ପ୍ରକାରର ନୂଆ ଡ୍ରାମା ଦର୍ଶକଙ୍କୁ ଦେଖିବାକୁ ମିଳୁଛି । ଗତକାଲିର ଏପିସୋଡରେ ମଧ୍ୟ ଠିକ ଏପରି କିଛି ଘଟିଛି | ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍‌ ବସ୍‌ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍‌ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା । ତେବେ ଗେମ୍‌ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍‌ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍‌ ଗିଲ୍‌ ଓ … Continue reading ‘ବିଗ୍‌ ବସ୍‌ ୧୩’ରେ ମାଷ୍ଟରମାଇଣ୍ଡଙ୍କ ଏଣ୍ଟ୍ରି