ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ…….

ରାଇରଙ୍ଗପୁର: ଆମର ଏ ଅଦ୍ଭୁତ ଦୁନିଆରେ କେଉଁଠି ଲୋକେ ଚନ୍ଦ୍ରରେ ଘର କରିବାର ଉପାୟ ଖୋଜିବାରେ ଲାଗିଛନ୍ତି, ତ ଆଉ କେଉଁଠି ଲୋକେ ଅନ୍ଧ ବିଶ୍ୱାସରେ ବାନ୍ଧି ହୋଇ ଅଭାବନୀୟ କାଣ୍ଡ ଘଟାଇ ବସୁଛନ୍ତି | ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରେ ମହିଳା ଗୁରୁତର ହୋଇ ପଡିଛନ୍ତି ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିସ୍ଥ୍ୟା କରାଯାଉଛି । ଗୁରୁତର ମହିଳା ଜଣକ … Continue reading ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ…….