OnaKhabar

ଟ୍ରକ ଧକ୍କାରେ ସାଇକେଲ୍ ଆରୋହୀ ମୃତ

4

ଅନୁଗୁଳ : ୫୫ନଂ ଜାତୀୟ ରାଜପଥର ରାଜ ହୋଟେଲ ଛକ ନିକଟରେ ରବିବାର ମଧ୍ୟାହ୍ଣରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୌଭାଗ୍ୟ ନଗରର ଦୁଲ ଗୋଚ୍ଛାୟତ (୪୦) । ସେ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଟ୍ରକଜୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।

ରାସ୍ତା କଡରୁ ମୃତଦେହ ଉଦ୍ଧାର