OnaKhabar

ନିଆଁ ଲାଗି ୭ବଖରା ପାଉଁଶ

5

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଘଟଣାଟି ଗତକାଲି ବିଳମ୍ବିତ ରାତିରେ ହୋଇଛି । ଘଡିମାଳ ଗାଁର ପର୍ଶୁରାମ ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ୭ବଖରା ଘର ପୋଡି ପାଉଁଶ ହେବା ସହ ଘରେ ଥିବା ଲକ୍ଷାଧ୍ଖଳ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ ହୋଇଥିବା ଜଣାପଡିଛି । ହେଲେ କାହାର କିଛି କ୍ଷତି ହୋଇ ନଥିବ ଜଣାପଡିଛି । ଖବରପାଇ ରାଜନଗରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

ଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ମୃତ