OnaKhabar

କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଉତକ୍ଷେପଣ

4

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ୩ ନଂ ଲଂଚ୍ ପ୍ୟାଡ୍ ରୁ ମଙ୍ଗଳବାର ରାତି ପ୍ରାୟ ୭ଟା ୪୮ ମିନିଟ୍ ସମୟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ର ଉତକ୍ଷେପଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କି.ମି. । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୫୦୦ରୁ ୧୦୦୦ କି.ମି. ପର‌୍ୟ୍ୟନ୍ତ ପରାମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

ନାସା ଠାବକଲା ଲ୍ୟାଣ୍ଡର ବିକ୍ରମ