OnaKhabar

ସୀମାରେ ପୁଣି ଗୁଳି ଓ ମୋର୍ଟାର ମାଡ଼ : ୨ ମୃତ, ୮ ଆହତ

16

ଶ୍ରୀନଗର : ସୀମାରେ ପୁଣି ଗୁଳିବର୍ଷଣ ହୋଇ ଥିବାର ଜଣା ପଡିଛି । ଜାମ୍ମୁ-କାଶ୍ମୀରର ଶାହପୁର ଓ କିରନୀ ସେକ୍ଟରେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଓ ଫାୟାରି ହୋଇଥିବାର ସୂଚନା ମିଲିଛି । ପାକିସ୍ତାନର ଏହି ଗୁଳି ବର୍ଷରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆଠଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଆଠ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିସ୍ଥ୍ୟା କରା ଯାଉଛି |

ଦୁଷ୍କର୍ମ ପରେ ୮ ବର୍ଷୀୟ ଝିଅକୁ ତଣ୍ଟିଚିପି ମାରିଦେଲେ