OnaKhabar

ଆଜିର ରାଶିଫଳ କେମିତି କଟିବ ଆସନ୍ତୁ ଜାଣିବା…..

47

ମେଷ : ଆଜି ଆପଣଙ୍କ ପ୍ରତି ଶୁଭ ହେବ । ଚାକିରୀ ଓ ବ୍ୟବସାୟରେ ଉନ୍ନତି ଦେଖାଦେବା ସହ ସମ୍ମାନ ଲାଭ ହେବ । ଯାତାୟତା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ : ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳ ହେବ । ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବନ୍ଧୁଙ୍କ ସହ ଉତମ ସମ୍ପର୍କ ରକ୍ଷା କରିବା ପାଇଁ ଚେଷ୍ଟା କରିବେ ।

ମିଥୁନ : ଆଜି ବହୁଦିନର ଲାଗିରହଇଥିବା ଝାମେଲାରେ ପରିବର୍ତନ ଆସିବ । ପୂର୍ବରୁ ଲାଗିଥିବା ଦ୍ୱନ୍ଦର ସମାଧାନ ହେବ । ଜଣେ ବନ୍ଧୁଙ୍କ ସହାୟତାରେ ନୂତନ ପଦକ୍ଷେପ କାର୍ଯ୍ୟକ୍ଷମ ହେବ ।

କର୍କଟ : ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ଧ÷ର୍ଯ୍ୟ ରଖି କର୍ତବ୍ୟ ସମ୍ପାଦନ କରିବା ଜରୁରୀ । ଶରୀର ଅସିସ୍ଥ ରହିବ । ପଡ଼ୋଶୀଙ୍କ ସହ ଭୂଲ ବୁଝାମଣା ହୋଇପାରେ । ମହିଳାମାନେ ଆଦ୍ମନିର୍ଭରଶୀଳ ହେବେ ।

ସିଂହ : ପୂର୍ବରୁ ଥିବା ସମସ୍ୟା ସମାଧାନ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ପାରିବାରିକ ଖୁସି ଲାଭ ହେବ । ବ୍ୟବସାୟ ପ୍ରତିଯୋଗିତାରେ ବୃଦ୍ଧି ହୋଇ ଲାଭବାନ ହେବେ ।

କନ୍ୟା : ସତର୍କତାର ସହ କାର୍ଯ୍ୟ କରିବା ଦାରକାର । ଆତ୍ମୀୟ ବ୍ୟକ୍ତି ଅସୁବିଧା ସୃଷ୍ଟି କରିପାରନ୍ତି । ଚାକିରୀ ବୃତିରେ ଉଚ୍ଚ କର୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।

ତୁଳା : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଶାନ୍ତି ପାଇବେ । ସନ୍ତାନ ଚିନ୍ତା ଦୂର ହେବ ।

ବିଛା : ଆଜି ଅଟକି ରହିଥିବା କାର୍ଯ୍ୟ ହାସଲ ହେବ । ପାରିବାରିକ ଦ୍ୱନ୍ଦର ଅବସାନ ହେବ । ବ୍ୟବସାୟ ଲାଭବାନ ହେବ । ଚାକିରୀ ବୃତିରେ ପ୍ରଶଂସା ମିଳିବ ।

ଧନୁ : ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ମକର : ଆଶା କରିଥିବା ଫଳ ପ୍ରାପ୍ତିର ବିଳମ୍ବ ହେବ । କର୍ମକ୍ଷେତ୍ର ଓ ଚାକିରୀ ବୃତିରେ ଆତ୍ମ ସନ୍ତୋଷ ହେବେ ନାହିଁ । ବ୍ୟବସାୟ ମଧ୍ୟମ ଧରଣ ହେବ ।

କୁମ୍ଭ : ପାରିବାରିକ ଶାନ୍ତି ଲାଭ ହେବ । କର୍ମକ୍ଷେତ୍ରରେ ସୁଫଳ ହେବେ । ପୂର୍ବ ପ୍ରସ୍ତୁତି କାର୍ଯ୍ୟରେ ବିଳମ୍ବ ଘଟିବ । ଆର୍ଥିକ ଅଭାବ ଦେଖାଦେବ । ବ୍ୟବସାୟରେ ଲାଭ ଆଶାଜନକ ନୁହେଁ ।

ମୀନ : ଆଜି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ପୂର୍ବରୁ ଅର୍ଥମିଳିବ । ଲାଗି ରହିଥିବା ବିବାଦରୁ ସମସ୍ୟା ସମାଧାନ ହେବ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ସୁଦର୍ଶନ ମଣ୍ଡଳ – ସମ୍ପର୍କୀୟ –