OnaKhabar

ଆପଣ ପୂଜାପାଠରେ ହଳଦିଆ ରଙ୍ଗର କିଛି ଜିନିଷ କିମ୍ବା ଫୁଲ ବ୍ୟବହାର କରୁଛନ୍ତି କି’ ତେବେ ଜାଣନ୍ତୁ କ’ଣ ହୋଇପାରେ…..

177

ଭୁବନେଶ୍ୱର: ହିନ୍ଦୁ ଧର୍ମାବଲମ୍ବୀ ମାନେ ହଳଦିଆ ରଙ୍ଗକୁ ଶୁଭ ବୋଲି ମାନିଥାନ୍ତି । ପୂଜା ପାଠ ଇତ୍ୟାଦି କାମ ହେଲେ ପ୍ରଥମେ ହଳଦିଆ ଫୁଲ ବା ଜିନିଷ ଖୋଜା ପଡିଥାଏ । ହଳଦିଆ ରଙ୍ଗକୁ ବୃହସ୍ପତିଙ୍କ ସହ ମଧ୍ୟ ତୁଳନା କରାଯାଏ। । ଏହା ସୂର୍ଯ୍ୟଙ୍କ ରଙ୍ଗର ଏକ ପ୍ରକାର ଅଂଶ ବୋଲି ମଧ୍ୟ କୁହାଯାଏ ।

କିପରି ବ୍ୟବହାର କରିବେ ଜାଣନ୍ତୁ:-

୧- ପୂଜା ପାଠରେ ଏହାକୁ ବ୍ୟବହାର କଲେ ଶୁଭ ଫଳ ଦେବ ।
୨- ଘରର ଦ୍ୱାରରେ ମଧ୍ୟ ଏହି ରଙ୍ଗର ବ୍ୟବହାର କରିପାରିବେ ।
୩- ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ପାଖରେ ହଳଦିଆ ରୁମାଲ୍ ବି ରଖି ପାରିବେ ।

 

ହଳଦିଆ ରଙ୍ଗ ବ୍ୟବହାର କଲାବେଳେ ସାବଧାନତା ପ୍ରତି ଦୃଷ୍ଟି ଦିଅନ୍ତୁ:-

୧- ଅଧିକ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ୱାରା ଆଖି ଏବଂ ମୁଣ୍ଡ ଉପରେ ଖରାପ ପ୍ରଭାବ ପକାଇ ପାରେ ।
୨- ଏହି ରଙ୍ଗ ବେଳେ ବେଳେବେଳ ମଣିଷଙ୍କୁ ଅହଙ୍କାରି ବି କରିଦେଇଥାଏ ।
୩- ନିଦ୍ରାରେ ବି ଏହି ରଙ୍ଗ ବାଧା ଦେଇପାରେ ।

 

ଏହି ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ ଜାଣନ୍ତୁ:-

୧- ଏହା ଆମ ଶରୀରରେ ରକ୍ତ ସଞ୍ଚାର ସହ ଆଖିକୁ ପ୍ରଭାବିତ କରିଥାଏ।
୨- ଏହି ରଙ୍ଗ ଭିତରେ ମନ ପରିବର୍ତ୍ତନ ହେବା କ୍ଷମତା ମଧ୍ୟ ରହିଥାଏ।
୩- ଏହି ରଙ୍ଗ ବୃହଷ୍ପତିଙ୍କ ପ୍ରିୟ ରଙ୍ଗ ବୋଲି ମଧ୍ୟ କୁହାଯାଏ।
୪- ହଳଦିଆ ରଙ୍ଗ ଜୀବନରେ ଖୁସି ଆଣିଥାଏ।
୫-ମନରେ ଥିବା ଖରାପ ଚିନ୍ତାଧାରାକୁ ଏହା ଦୂର କରିଥାଏ।