OnaKhabar

ସ୍ୱାମୀର ପରକୀୟା ପ୍ରିତିରେ ଅତିଷ୍ଠ ସ୍ତ୍ରୀ ସ୍ୱାମୀକୁ ବାନ୍ଧି ଦେଇ ତା’ ସମ୍ନାରେ ବୟଫ୍ରେଣ୍ଡ୍‌ ସହ କଲା…..

4,090

ନ୍ୟୁୟର୍କ: ଏଭଳି ଏକ ଅଭାବନୀୟ ଘଟଣା ଏବେ ନ୍ୟୁୟର୍କରେ ସାମ୍ନାକୁ ଆସିଛି । ସ୍ୱାମୀର ପରକୀୟା ପ୍ରତୀ ଯୋଗୁଁ ସ୍ତ୍ରୀ ଯାହା କରିଛି ତାହା ଜାଣିଲେ ଆପଣ ଆସ୍ଚର୍ଯ୍ୟ ହୋଇଯିବେ | ସ୍ବାମୀ ପରକୀୟା ସମ୍ପର୍କ ରଖିଥିବା ଜାଣିବା ପରେ ଏଥିରୁ ନିବୃତ୍ତ ହେବାଲାଗି ସ୍ତ୍ରୀ ବାରମ୍ବାର ସ୍ବାମୀକୁ ତାଗିଦ କରିଆସୁଥିଲେ । ହେଲେ ସ୍ବାମୀ ପରକୀୟା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିବା ବଦଳରେ ସ୍ତ୍ରୀ କୁ ଅଧିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା ।

ଏ ସମ୍ପର୍କରେ ସୁଜୀ ନାମକ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ସଂପୃକ୍ତ ମହିଳା ନିଜ ସ୍ବାମୀ ବ୍ରାଡଙ୍କୁ ଛାଡପତ୍ର ଦେବାଲାଗି ମନ ସ୍ଥିର କରିଥିଲେ । ହେଲେ ତା ପୂର୍ବରୁ ନିଜ ସ୍ବାମୀଙ୍କୁ ଶିକ୍ଷା ଦେବା ଲାଗି ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

ମହିଳା ଅନ୍ୟଜଣେ ପୁରୁଷ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ନିଜ ପ୍ରେମିକାଙ୍କ ସହାୟତା ନିଜ ଘରଭିତରେ ସ୍ବାମୀଙ୍କୁ ଖଟର ଖୁରାରେ ବାନ୍ଧିଦେଇଥିଲେ । ଏହାପରେ ମହିଳାନିଜ ପୁରୁଷ ବନ୍ଧୁଙ୍କ ସହ ସେହି ଖଟରେ ହନୀମୁନ କରିଥିଲେ । ବନ୍ଧା ହୋଇଥିବା ସ୍ବାମୀ ଶୋଇପଡିବାକୁ ଚେଷ୍ଟା କଲେ ସୁଜି ତାଙ୍କ ଉପରେ ପାଣିପକାଇ ଉଠାଉଥିଲେ ଆଉ ନିଜ ପୁରୁଷ ବନ୍ଧୁଙ୍କ ସହ ରୋମାନ୍ସ କରୁଥିଲେ ।

ପରଦିନ ସକାଳେ ବ୍ରାଡ ନିଜ ସ୍ତ୍ରୀ ସୁଜିଙ୍କ ବିରୋଧରେ ତାଙ୍କୁ ମାଡ ମାରିବା ଓ ନିର୍ଯ୍ୟାତନା ଦେବା ଅଭିଯୋଗ ପୋଲିସ ନିକଟରେ କରିଥିଲେ । ପୋଲିସ ସୁଜି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଚକ ରଖି ଜେରା କରିବା ପରେ ଛାଡି ଦେଇଛି । ସୁଜି ଓ ବ୍ରାଡ ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା । ବ୍ରାଡ ଜଣେ ହୋଟେଲ ବ୍ୟବସାୟୀ