OnaKhabar

ଚାଷଜମିରେ ନିଆଁ ଲଗାଇଲେ ଚାଷୀ

23

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ଗାଁର ଚାଷୀ ଖଗେଶ୍ବର ଭୋଇ ସାହୁ କାହାରି ଠାରୁ ଧାର କରଜ କରି ନିଜ ୨ ଏକର ଜମି ରେ ସ୍ବର୍ଣ୍ଣ ଧାନ ଚାଷ କରିଥିଲେ । ତେବେ ଧାନ ଅମଳ ବେଳକୁ ଚକଡ଼ା ରୋଗରେ ଧାନ ସବୁ ପାଳ ହୋଇଯିବାରୁ ମାନସିକ ଚାପରେ ରହି ନିଜ ବିଲରେ ନିଆଁ ଲଗାଇ ଦେଇଛନ୍ତି ।

ଆହୁରି ବିଷାକ୍ତ ହେଲା ଦିଲ୍ଲୀର ବାୟୁମଣ୍ଡଳ