OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

26

ମେଷ: ଆଜି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି । ହଇରାଣ ହରକତ ହେବାର ଯୋଗ ଅଛି । ବନ୍ଧୁ ସହଯୋଗ ମିଳିବ । ସାମାଜିକ ସମ୍ପର୍କ ବଢ଼ିବ ।

ବୃଷ: ଆଜି ଗୃହରେ ମନୋମାଳିନ୍ୟ ଘଟିପାରେ । ଉଦବେଗ ପ୍ରକାଶ କରିବେ । ଅସୁବିଧାର ସମ୍ମୁଖୀନ ହେବେ । ବିପଦରେ ପଡ଼ି ମଧ୍ୟ ଭାଇକୁ ସାହାଯ୍ୟ କରିବେ ।

ମିଥୁନ: ବହୁଦିନର ମତାନ୍ତର ଥିବା କାର୍ଯ୍ୟ ସମାଧାନ ହେବ । ଆର୍ôଥକ ପରିସ୍ଥିତି ଉପୁଜିବ । ହଠାତ ବିପଦରେ ପଡ଼ି ପାରନ୍ତି । ଦୂରଯାତ୍ରା କରିପାରନ୍ତି । ପରିଶ୍ରମ ଅଧିକ କରିପାରନ୍ତି ।

କର୍କଟ: ମାନସିକ ଦୁଃଶ୍ଚିନ୍ତା ବଢ଼ିବ । ମାଙ୍ଗଳିକ କାର୍ଯ୍ୟରେ ମନ ବଳାଇବେ । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ । ଅର୍ଥାଭାବ ଦେଖାଦେବ ।

ସିଂହ: ବହୁଦିନରୁ ଲାଗିଥିବା ଅର୍ଥାଭାବ ଏଡାଇ ପାରିବେ । କାର୍ଯ୍ୟ କରିବାର ମନ ବଳିବ । ଆର୍ôଥକ ଅବସ୍ଥାରେ ପରିବର୍ତ୍ତନ ଦେଖାଯିବ। ଭୟଭୀତ ହୋଇପାରନ୍ତି ।

କନ୍ୟା: ପରିବେଶ ସୁସ୍ଥକର ହେବ । କାର୍ଯ୍ୟରେ ଉନ୍ନତି ଘଟିପାରେ । ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜିବ । ବନ୍ଧୁପାଖରେ ନିନ୍ଦିତ ହେବେ ।

ତୁଳା : ଆର୍ôଥକ ଅବସ୍ଥାରେ ଉନ୍ନତି ହେବ । ଆଶାବାଦୀ ହେବେ । ଆୟ ଆପଣଙ୍କର କମିବ । ଧାତୁ ପଦାର୍ଥ ପାଇପାରନ୍ତି । ମାନସିକ ଭାରସାମ୍ୟ ହରାଇବେ ।

ବିଛ।।: ବାଦବିପାଦ ଲାଗି ରହିବ । କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି ହେବ । ଦୁଃସାହସ କରିବେ । ଦୁର୍ବଳ ବୋଧ କରିବେ । ଚିନ୍ତାରୁ ମୁକ୍ତି ମିଳିବ ।

ଧନୁ: ଆର୍ôଥକ ଲାଭ ମିଳିବ । ଦେବପୂଜା କରିବେ । କର୍ମକ୍ଷେତ୍ରରେ ଶାନ୍ତି ପାଇବେ । ପରିଶ୍ରମରୁ ଉନ୍ନତି ମିଳିପାରେ ।

ମକର: ଆଜି ସକାଳୁ ବନ୍ଧୁ ଦର୍ଶନ ମିଳିବ । ପୈତୃକ ସମ୍ପତ୍ତି ଉଦ୍ଧାର କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ଆଗ୍ରହ ବମିବ । ଆୟ ମଧ୍ୟମ ଧରଣର ରହିବ ।

କୁମ୍ଭ: ଆଜି ଆପଣଙ୍କର ଚିନ୍ତା ଦୂରହୋଇଯିବ । ମାନମର୍ଯ୍ୟଦା ବୃଦ୍ଧି ପାଇବି । କଳହାଦିରେ ପଡ଼ିପାରନ୍ତି । ବୈଦିକ ଶକ୍ତିର ସାହାଯ୍ୟ ମିଳିବ। ମହିଳାମାନେ ଦୁଃଖ ପ୍ରକାଶକରିବେ ।

ମୀନ: ଆତ୍ମୀୟ ବିରୋଧ ଘଟିବ । ପୈତୃକ ସମ୍ପତି ଯୋଗୁ ମାଲିମୋକଦ୍ଦମା ସୃଷ୍ଟି ହେବ । ଧର୍ମ ବିଶ୍ୱାସ ଉପୁଜିବ । ସେବା ମୂଳକ କାର୍ଯ୍ୟରେ ଆଗ୍ରହ ବଢ଼ିବ ।