OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

32

ମେଷ: ଆଜି ପରିସ୍ଥିତି ପ୍ରତିକୂଳ ହେବ । ଆୟ ବଢ଼ାଇପାରିବେ । ବିଶୃଙ୍ଖଳାକୁ ଏଡାଇ ପାରିବେ । ମର୍ଯ୍ୟାଦାହାନୀର ଆଶଙ୍କା ଅଛି । ବାଧ୍ୟ ହୋଇ କାର୍ଯ୍ୟ କରିବେ ।

ବୃଷ: ପାରିବାରିକ ଜୀବନରେ ନାନା ସମସ୍ୟା ଦେଖାଦେବ । ଶାରୀରିକ କଷ୍ଟ ବଢ଼ିବ । ଅର୍ଥ କଷ୍ଟ ଅନୁଭୂତ ହୋଇପାରେ । ମାନସିକ ପ୍ରତିକ୍ରୀୟା ଭୋଗିବେ ।

ମିଥୁନ: ଆଜି ଅଭାବ ମେଂଟାଇ ପାରିବେ । ହଠାତ ବିପଦରେ ପଡ଼ିପାରନ୍ତି । ଭାତୃ ବିରୋଧ ଉପୁଜିପାରେ । ତ୍ରୁଟି ସୁଧାରି ପାରିବେ । ପରଅଧିନରେ କାର୍ଯ୍ୟ କରିବେ ।

କର୍କଟ: ମାନସିକ ଶାନ୍ତି ପାଇବେ । କଳହାଦିରେ ଜଡ଼ିତ ହେବେ । ଦ୍ରବ୍ୟାଦି ଲାଭ ହୋଇପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ବନ୍ଧୁ ଦର୍ଶନ ମିଳିବ । ଦେବଦର୍ଶନ କରିପାରନ୍ତି ।

ସିଂହ: ଆକସ୍ମିକ ଅସୁସ୍ଥତା ଭୋଗିବେ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ । ଆର୍ôଥକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି ।

କନ୍ୟା: ବ୍ୟବସାୟରେ ଲାଭବାନ ହେବେ । ଗୃହଭୂମି ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଆର୍ôଥକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ ।

ତୁଳା: କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଧାବିଘ୍ନ ଦୂର ହୋଇ ଲାଭପ୍ରଦ ସୃଷ୍ଟି ହେବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ ।

ବିଛା: ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଦୂରଯାତ୍ରା କରିପାରନ୍ତି । ଚିନ୍ତା ଦୂରେଇଯିବ । ବୃଥା ଖର୍ଚ୍ଚ ବୃଦ୍ଧି ହୋଇପାରେ ।

ଧନୁ: ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଯୋଗାଯୋଗରେ ପ୍ରଗତି ଘଟିପାରେ । ଚାହୁଁଥିବା କାର୍ଯ୍ୟ କରିପାରନ୍ତି । ବନ୍ଧୁ ସହଯୋଗ ପାଇ ଖୁସିହେବେ ।

ମକର: ଧନାଦି ଲାଭ ପାଇପାରନ୍ତି । କୃଷିକ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ । ଦେହ ଅସୁସ୍ଥ ରହିବ । ପରିବାରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ ।

କୁମ୍ଭ: ଚାକିରିରେ ପଦୋନ୍ନତି ହେବାର ଯୋଗ ଅଛି । ଉଚ୍ଚ ଆଶା କରି ବିଫଳ ହେବେ । ମାନସିକ ଉଦବେଗ ବଢ଼ିପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ମହିଳାମାନେ ସୁସ୍ଥତା ଅନୁଭବ କରିବେ ।

ମୀନ: ଆଜି ଧର୍ମ କାର୍ଯ୍ୟରେ ଆଗଭର ହେବେ । କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଦୂର ଯାତ୍ରାକୁ ଯାଇପାରନ୍ତି । ଲୋକସମ୍ପର୍କ ବଢ଼ିବାର ଯୋଗ ଅଛି ।