OnaKhabar

ପାହାଡରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

63

ପାଲଲହଡା: ପାଲଲହଡାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଖମାର ଥାନା ବୁରୁବୁରା ଗାଁ ନିକଟ କୁଲାବେହା ପାହାଡରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରିଛି । ହେଲେ ଏପର୍ଯ୍ୟନ୍ତ ମହିଳାଙ୍କର କୌଣସି ପରିଚୟ ଜଣାପଡିନାହିଁ । ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାର ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ କରୁଛି ।

ବୁଲବୁଲର ପ୍ରଭାବରେ ଧାମରାରେ ବୋଟରୁ ଖସି ଜଣେ ମୃତ