OnaKhabar

ହୁତୁହୁତୁ ହୋଇ ଜଳିଲା ହାଇୱ।

10

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ହାଇୱାଟି ଥୁଆ ହୋଇଥିବା ବେଳେ ହଠାତ ହୁତୁହୁତୁ ହୋଇ ଜଳିଗଲା । । ଟ୍ରକଟି ଖଡଗପ୍ରସାଦ ର ଜନୈକ ବ୍ୟକ୍ତି ଙ୍କର ବୋଲି ଜଣାପଡିଛି।
ସୁଚନା ଅନୁଯାୟୀ ,ଏହି ଟ୍ରକଟି ଭୁଷଣ ଟାଟାଷ୍ଟିଲ ବିଏସଏଲ ରୁ ପାଉଁଶ ଲୋଡକରି ଢେଙ୍କାନାଳ ଆସୁଥିଲା । ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ହିନ୍ଦୋଳ ରୋଡ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରୁଛି ।

ବାଇକ୍‌କୁ ଧକ୍କା ଦେଲା କାର୍; ଜଣେ ମୃତ, ଜଣେ ଆହତ