OnaKhabar

ସୌନ୍ଦର୍ଯ୍ୟରେ ଏମାନେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ……

779

ମୁମ୍ବାଇ: ସମସ୍ତେ ଛୋଟରୁ ବଡ ହୋଇଥାଆନ୍ତି । ଛୋଟ ଦିନରୁ ଛୋଟ ପରଦାରେ ଅଭିନୟ କରି ବଡ ଅଭିନେତ୍ରୀ ହୋଇଥାଆନ୍ତି । ଏମିତି କିଛି ଛୋଟ କଳକାର ମାନେ ଅଛନ୍ତି ଯେଉଁ ମାନେ ଏବେ ବଡ ହେଲା ପରେ ଅତି ସୁନ୍ଦର ଦେଖା ଯାଉଛନ୍ତି ।କୁନି କଳାକାର ଭାବେ ଫିଲ୍ମ ଓ ସିନେମାରେ ଅଭିନୟ କରୁଥିବା ଛୋଟ ଝିଅ ଏବେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି। ଆସନ୍ତୁ କେତେ ଜଣ ଶିଶୁ କଳାକାରଙ୍କ ସଂପର୍କରେ ଜାଣିବା।
ଆଦୀତି ଭାଟିୟା- ଆଦିତୀ ଭାଟିଆ ୭ ବର୍ଷ ବସୟରେ ଦ ଟ୍ରେନ ଫିଲ୍ମରେ ଚୁଟକୀ ଚରିତ୍ରରେ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।
ଅଶନୂର କୌର- ୭ ବର୍ଷ ବୟସରେ ଅଶନୂର ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ଶୋଭା ସୋମନାଥ ଧାରାବାହିକରେ ଅଭିନୟ କରିଥିଲେ। ଶୋଭା ଚରିତ୍ରରେ ଅଶନୂର ଅଭିନୟ କରିଥିଲେ। ଏବେ ଅଶନୂର ସୁନ୍ଦର ଦେଖାଯାଉଛନ୍ତି।
ଅନୁଷ୍କା କୌର- ଟେଲିଭିଜନରେ ପ୍ରସାରିତ ବାଲଭୀର ଧାରା ବାହିକରେ ଅନୁଷ୍କା ନିଜର ପରିଚୟ ସୃଷ୍ଟି କରିଥିଲେ। ଏବେ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ।
ଅବନୀତ କୌର- ଅବନୀତଙ୍କୁ ଏବେ ୧୭ ବର୍ଷ। ଟେଲିଭିଜନରେ ପ୍ରସାରିତ ମେରି ମାଆ ଧାରାବାହିକରେ କୁନି କଳାକାର ଭାବରେ ଅବନୀତ ଅଭିନୟ କରିଥିଲେ। ୬ ବର୍ଷ ବୟସରେ ଟିଭି ଧାରାବାହିକରେ ନିଜର ପରିଚୟ ସୃଷ୍ଟି କରିଥିଲେ।
ଜନ୍ନତ ଜୁବ୍ୟାର ରହମାନୀ- କୁନି କଳାକାର ଭାବେ ଟେଲିଭିଜନରେ ପ୍ରସାରିତ ଫୁଲଓ୍ବା ଧାରା ବାହିକରେ ଜନ୍ନତ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।

Comments are closed.