OnaKhabar

କଣ କହୁଛି ଆଜି ଆପଣଙ୍କ ଭାଗ୍ୟ ଫଳ, ଆସନ୍ତୁ ଜାଣିବା ….

218

ମେଷ: ଆଜି ରବିଙ୍କ ପ୍ରଭାବରୁ ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ । ଧନଲାଭର ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁ ଲାଭବାନ ହେବେ ।
ବୃଷ: ଆଜି ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭ କରିବେ । ଦୁଃସାହାସିକ କାମରେ ହାତଦେବା ଠିକ ହେବନି । ମହିଳାମାନେ ନିଜ ଭୁଲକୁ ଆଖିବୁଜିଦେଇ ଅନ୍ୟ ଉପରେ ଲଦିଦେବେ ।
ମିଥୁନ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭୂମି, ବାହାନ ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଶାରୀରିକ ସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମପରାୟଣ ହେବେ ।
କର୍କଟ: ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ରୋଗମୁକ୍ତ ହେବ । ମାନସିକ ଦୁଶ୍ଚିିନ୍ତା ବଢ଼ିବ ।
ସିଂହ: କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ଘଟଣା ମିଳିବ । ଜଟିଳ ଆଡକୁ ଗତି କରିବେ । ମହିଳାମାନଙ୍କ ପାରିବାରିକ ସ୍ଥିତି ଉନ୍ନତି ଘଟିବ ।
କନ୍ୟା: ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ମାନସିକ ଅଶାନ୍ତି ଲାଗିରହିବ । ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ତୁଳା : ଆଦି ଦିନଟି ଆପଣଙ୍କ ପାଇଁ ଶୁଭ ମଙ୍ଗଳମୟ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଶାନ୍ତି ପାଇବେ । ସନ୍ତାନ ଚିନ୍ତା ଦୂର ହେବ ।
ବିଛା: ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଅର୍ଥ ପାଇବେ ।
ଧନୁ: ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ହୋଇପାରିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଦୂରଜାଗା ଯାଇପାରନ୍ତି ।
ମକର: ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।
କୁମ୍ଭ: ବତ୍ୟବସାୟରେର ଲାଭବାନ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି କ୍ରୟ କରିପାରନ୍ତି । ମାନସମ୍ମାନ ବୃଦ୍ଧି ପାଇବ । ଶାରିରୀକ ସୁସ୍ଥତା ବୃଦ୍ଧି ପାଇବ ।
ମୀନ: ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭବାନ ହେବେ । ଆର୍ଥିକ ସ୍ଥିତି ମଜଭୂତ ହେବ । ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବେ ।