OnaKhabar

ଜିତିଲା ଭାରତ : ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ହରାଇଲା

633

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଭାରତ ବିଜୟ ଲାଭ କରିଛି । ବିଶାଖାପାଟଣାର ଓ୍ବାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍ ରେ ପରାଜିତ କଲା ଭାରତ । ୩୯୫ ରନ୍ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୪ଟି ଓ୍ବିକେଟ୍ ହରାଇଥିଲା । ଭାରତ ୧-୦ରେ ସିରିଜ୍ ରେ ଆଗୁଆ ରହିଛି ।

ବଡ଼ିବିଲଡ଼ିଂ : ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା

Comments are closed.