OnaKhabar

୨କୁଳପତିଙ୍କୁ ନିଯୁକ୍ତି

443

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ୨କୁଳପତିଙ୍କୁ ନିଯୁକ୍ତି ପାଇଁ ରାଜ୍ୟପାଳ ଘୋଷଣା କରିଛନ୍ତି ।ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଏବଂ ପ୍ରଫେସର ହରିହର ହୋତାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଘୋଷଣା କରିଛନ୍ତି ।

ସାଂସଦ ଓ ବିଧାୟକଙ୍କ ମହାବିଦ୍ୟାଳୟ ପରିଦର୍ଶନ