OnaKhabar

ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭା ଯାତ୍ରା

118

 

ବଲାଙ୍ଗିର : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ବୁଧବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ଶୋଭା ଯାତ୍ରାରେ ବାହାରି ମହାରାଣୀ ସାଗର ଠାରେ ପୂଜାଅର୍ଚ୍ଚାନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ ଅଣା ଯାଇଥିଲା । ପୂଜା କାର୍ଯ୍ୟରେ ମୁଖ୍ୟ ପୁଜକ ମେଘନାଥ ପାଣିଗ୍ରାହି, ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଜାରୀ, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ଚୈତନ୍ୟ ବାଗ, ଶ୍ୱସ୍ଥିକ ସାହୁ, ହାଡୁ ଜାଲ ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ବିଶ୍ୱ ରଂଜନ ପୁଜାରୀ ତାଙ୍କର ତାଙ୍କର ସହ ଧର୍ମଣୀ କିରନ ପୁଜାରୀ ଦାୟୀତ୍ୱ ତୁଲାଇଥିଲେ । ଏହି ଶୋଭା ଯାତ୍ରାରେ ପୁଜା କମିଟିର ଉପସଭାପତି ଚେତନାନନ୍ଦ ପଣ୍ଡା, ସଂଜିବ ଶତପଥି, ସମ୍ପାଦକ ହରିନାରାୟଣ ପୁଜାରୀ,କୋଷାଧ୍ୟକ୍ଷ ଦେବାଶିଷ ମହାକୁର, ସହ ସମ୍ପାଦକ ବିଜୟନନ୍ଦ ବାଗ, ଦେବବ୍ରତ ବଗର୍ତ୍ତୀ, କାର୍ଯ୍ୟକାରୀ ସଦସ୍ୟ ଅରୁଣ ନାଏକ, ଶିବାନନ୍ଦ ବାଗ, ବିଷ୍ଣୁଦତ୍ତହୋତା, ଟୁନା ପଟ୍ଟନାୟକ, ଟୁନା ବାଙ୍କ, ବାଜୁ ଦାସ, ଜଳନ୍ଧର ବନଛୋ, ସଙ୍କେତ ବଗର୍ତ୍ତି, ହୃଶି ପଟ୍ଟନାୟକ, ଅଜୟ ରଥ, ଶ୍ରୀକାନ୍ତ ରାଉତ, ଭଗରଥି ମହାକୁର, ସଂଜୟ ପୁଜାରୀ, ରାଜେଶ ଘିବେଳା, ବୁବୁନ ନାୟକ, ବିଭୁ ଦୋରା, ଗୋପିନାଥ ଚନ୍ଦନ, ଯୋଗେନ୍ଦ୍ର ନିଆଲ, ସୁବାଶ ନାଏକ, ବାବୁ ଚନ୍ଦନ, କିଷନ ପଟ୍ଟନାୟକ, ବିଶୁ ସିଂ, ଚରଣ ସାହାଣୀ, କୁଲଦିପ ପଣ୍ଡା, ଜଗବନ୍ଧୁ ପୁଜାରୀ, କମ୍ବୁ ପୁଜାରୀ, ଅମ୍ବିକା ନାଏକ, ଦାସ ମଟାରି, ରମେଶ ପଧାନ ଅଭି ବଗର୍ତ୍ତୀ, ସୁମଙ୍ଗଳ ମିଶ୍ର, ତାପସ ମହାନ୍ତି, ଦୁର୍ଯୋଧନ ପ୍ରମୁଖ ଉପସ୍ଥିତ ଥିଲେ ।