OnaKhabar

ସିଲଭରସିଟି ବେହାଲ

108

କଟକ : ଲଗାଣ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ଯୋଗୁଁ କଟକର ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି ।ବିଭିନ୍ନ ସ୍ଥାନରେ ବର୍ଷା ପାଣ ଜମି ରହିଥିବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ପ୍ରାୟ ୧ଘଣ୍ଟା ଧରି କଟକରେ ବର୍ଷା ଲାଗି ରହିବା ଫଳରେ କଟକ ସହରର ଜନ ଜୀବନ ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇ ପଡିିଛିି । କଟକ ବଡ ମେଡିକାଲକୁ ଯେଉଁ ଡ୍ରେନ ଯାଇଥାଏ ତାହା ଓଭର ଫ୍ଲୋ ହୋଇ ରାସ୍ତାରେ ପାଣି ଜମିଛି । ସହରର ପ୍ରତି ରାସ୍ତା ଏବଂ ଗଳି କନ୍ଦିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କଟକର ଥୋରିଆ ସାହି,ବଣିଆ ସାହି, ନାୟକ ସାହି,ବଡେଇ ସାହି ,କାଠଗଡା ସାହି ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି ।

କୋଲକାତା: ୫୦କିଲୋ ସୁନାରେ ନିର୍ମିତ ହେଉଛି ମା’ ଦୁର୍ଗାଙ୍କ ପ୍ରତିମା