OnaKhabar

ସପ୍ତାହିକ ରାଶିଫଳ 

199

ମେଷ : ସପ୍ତାହଟି ବ୍ୟବସାୟରେ ଅବନତି ଘଟିବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇପାରେ । ବିବାଦ ଲାଗିଥିବା ତାହା ଆଲୋଚନା ଦ୍ୱାରା ସମାଧାନ ହେବ ।

ବୃଷ: ସପ୍ତାହଟି ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁଙ୍କ ଦ୍ୱାରା ସମ୍ମାନବୃଦ୍ଧି ପାଇବ । ପାରିବାରିକ ଅଶାନ୍ତି ଦୂରହେବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ସୁଖୀ ହେବେ ଏବଂ ସଫଳତା ଲାଭ କରିବେ ।

ମିଥୁନ: ସପ୍ତାହଟି କର୍ମକ୍ଷେତ୍ରରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ମିଳିବ । ଶତ୍ରୁମାନେ ପରାଜିତ ହେବେ ।

କର୍କଟ: ସପ୍ତାହଟି ବ୍ୟବସାୟରେ ଲାଭକ୍ଷତି ସମାନ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଶତ୍ରୁମାନେ ପରାଜିତ ହେବେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ ।

ସିଂହ: ସପ୍ତାହଟି କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ଅଭାବ ଦେଖାଦେଇପାରେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ମହିଳାମାନେ ସୁଖୀ ହେବେ ।

କନ୍ୟା: ସପ୍ତାହଟି ବନ୍ଧୁଙ୍କ ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ । ନୂତନ ଦ୍ରବ୍ୟ ଲାଭ ହେବ । ସାମାଜିକ ପ୍ରତିଷ୍ଠା ମିଳିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହେବ । ଶାରୀରିକ ସୁଖ ଅନୁଭବ କରିବେ ।

ତୁଳା: ସପ୍ତାହଟି ଧନ ସମ୍ପଦ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । ପାରିବାରିକ ସୁଖ ବୃଦ୍ଧିପାଇବ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଧର୍ମକାର୍ଯ୍ୟରେ ମନ ବଳାଇବେ ।

ବିଛା : ସପ୍ତାହଟି ବିଭିନ୍ନ ସମସ୍ୟାର ସମାଧାନ ହେବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ । ଅଧିକ ଅର୍ଥବ୍ୟୟ ହୋଇପାରେ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ ।

ଧନୁ: ସପ୍ତାହଟି କର୍ମକ୍ଷେତ୍ରରେ ସମ୍ମାନହାନୀ ହୋଇପାରେ । ବ୍ୟବସାୟରେ କ୍ଷତି ସହିପାରନ୍ତି । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ଅର୍ଥବ୍ୟୟ ହେବ । ମହିଳାମାନେ ଅଶାନ୍ତିରେ ରହିବେ ।

ମକର : ସପ୍ତାହଟି ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବନ୍ଧୁ ସହଯୋଗ ପାଇବେ । ଗୃହନିର୍ମାଣର ସୁଯୋଗ ଆସିପାରେ । ମହିଳାମାନେ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଉପକୃତ ହେବେ ।

ଆହୁରି ପଢନ୍ତୁ

କୁମ୍ଭ : ସପ୍ତାହଟି ସାମାଜିକ ମାନସମ୍ମାନ ବୃଦ୍ଧି ପାଇପାରେ । ଆକସ୍ମିକ ଧନଲାଭ ହୋଇପାରେ । କୌଶଳ ଦ୍ୱାରା ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ମହିଳାମାନେ ଧର୍ମକାର୍ଯ୍ୟରେ ମନବଳାଇବେ ।

ମୀନ: ସପ୍ତାହଟି ଚାକିରି କ୍ଷେତ୍ରରେ ଚିନ୍ତିତ ରହିବେ । ବ୍ୟବସାୟରେ ଲାଭାବନ ହୋଇପାରନ୍ତି । ଅର୍ଥଲାଭ ହୋଇପାରେ । ଶତ୍ରୁମାନେ ପରାଜିତ ହେବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ମାନସମ୍ମାନ ବୃଦ୍ଧି ପାଇବ ।